ସ୍ପୁଟନିକ ଲାଇଟ୍‌’ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲେ DCGI । ସୂଚନା ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଲ୍ୟଭ୍ୟ । ଦେଶର ଏହା ନବମ କୋଭିଡ୍‌ ଟିକା ।

Leave a Reply

Your email address will not be published. Required fields are marked *