

- ଫୋର୍ବସର ୧୦୦ ଭାରତୀୟ ଧନୀ ତାଲିକା ଜାରି, ଲଗାତର ୧୪ ବର୍ଷ ପାଇଁ ପ୍ରଥମ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି, ଦ୍ବିତୀୟ ସ୍ଥାନରେ ଗୌତମ ଅଦାନି, ତୃତୀୟ ସ୍ଥାନରେ ଶିବ ନଦାର, ଗୋଟିଏ ବର୍ଷରେ ଧନୀଙ୍କ ସଂପତ୍ତି ୫୦ ପ୍ରତିଶତ ବୃଦ୍ଧି ପାଇଛି
- ବ୍ରହ୍ମପୁର ଦିଗପହଣ୍ଡି ଚଢ଼େୟାଗଡ଼ ପାହାଡ଼ରେ ଅପରାଧୀ ପୁଲିସ ମୁହାଁମୁହିଁ, ପୁଲିସ ଉପରକୁ ଗୁଳି ଓ ବୋମାମାଡ଼ ହୋଇଥିବା ସୂଚନା, ଦୁର୍ଦ୍ଦାନ୍ତ ଅପରାଧୀ କୁନା ବେହେରା ଓ ସହଯୋଗୀଙ୍କ ଆକ୍ରମଣ, କୌଣସି ପୁଲିସ କର୍ମଚାରୀ ଆହତ ହୋଇ ନଥିବା ସୂଚନା, ଘଟଣାସ୍ଥଳରୁ କୁନା ବେହେରା ଓ ସହଯୋଗୀମାନେ ଖସି ପଳାଇଥିବା ସୂଚନା