

- କୋଭିଡ ପଜିଟିଭ ହୋଇଥିବା ସତ୍ତ୍ୱେ ବିଧାୟକ ସୁରେଶ କୁମାର ରାଉତରାୟ ବାହାରେ ବୁଲୁଛନ୍ତି, ଏହା ତାଙ୍କ ପାଇଁ ତଥା ତାଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ହେଉଛି ଚର୍ଚ୍ଚା
- ପୁରୀ ସତ୍ୟବାଦୀ SBI ବ୍ୟାଙ୍କରେ ଅଗ୍ନିକାଣ୍ଡ, କ୍ୟାଣ୍ଟିନ୍ରେ ଗ୍ୟାସ ପାଇପ୍ ଲିକ୍ ହେବାରୁ ଅଗ୍ନିକାଣ୍ଡ, ଘଟଣା ସ୍ଥଳରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ