Fast News ଆଜି ମସ୍କ ମୋଦି ଭେଟ February 13, 2025February 13, 2025 Sai Sudha 0 Comments ଆଜି ମସ୍କ ମୋଦି ଭେଟ | ଆଜି ରାତିରେ ଏଲନ ମସ୍କଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି | ହ୍ବାଇଟ୍ ହାଉସ୍ରେ ଉଭୟଙ୍କ ମଧ୍ୟରେ ହେବ ଆଲୋଚନା | ପୂର୍ବରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିଥିଲେ ମୋଦି | ଫ୍ରାନ୍ସ ପରେ ଆମେରିକା ଗସ୍ତରେ ଅଛନ୍ତି ନରେନ୍ଦ୍ର ମୋଦି |