୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ଆଗଲପୁର ଅମିନ ସଦାନନ୍ଦ ସାହୁ

୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ଆଗଲପୁର ଅମିନ ସଦାନନ୍ଦ ସାହୁ | ଜମି ପଟ୍ଟା ଦେବାକୁ ଅଭିଯୋଗକାରୀଙ୍କଠୁ ଲାଞ୍ଚ ନେଉଥିଲେ | ସଦାନନ୍ଦଙ୍କ ଦୁଇଟି ଠିକଣାରେ ଚଢ଼ାଉ ଜାରି |

Leave a Reply

Your email address will not be published. Required fields are marked *