

- ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ରାଜୀବ କୁମାରଙ୍କୁ ମିଳିଲା ନିଯୁକ୍ତି । ମେ ୧୫ରେ ଦାୟିତ୍ବ ଗ୍ରହଣ କରିବେ ରାଜୀବ । ପୂର୍ବରୁ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଛନ୍ତି ରାଜୀବ |
- ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେବେ ରାନିଲ ବିକ୍ରମସିଂଘେ | ଆଜି ସନ୍ଧ୍ୟାରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ରାନିଲ ବିକ୍ରମସିଂଘେ । ପୂର୍ବରୁ ୫ଥର ପ୍ରଧାନମନ୍ତ୍ରୀ ରହିସାରିଛନ୍ତି ରାନିଲ ବିକ୍ରମସିଂଘେ ।