ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେବେ ରାନିଲ ବିକ୍ରମସିଂଘେ | ଆଜି ସନ୍ଧ୍ୟାରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ରାନିଲ ବିକ୍ରମସିଂଘେ । ପୂର୍ବରୁ ୫ଥର ପ୍ରଧାନମନ୍ତ୍ରୀ ରହିସାରିଛନ୍ତି ରାନିଲ ବିକ୍ରମସିଂଘେ ।

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେବେ ରାନିଲ ବିକ୍ରମସିଂଘେ | ଆଜି ସନ୍ଧ୍ୟାରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ରାନିଲ ବିକ୍ରମସିଂଘେ । ପୂର୍ବରୁ ୫ଥର ପ୍ରଧାନମନ୍ତ୍ରୀ ରହିସାରିଛନ୍ତି ରାନିଲ ବିକ୍ରମସିଂଘେ । ଶ୍ରୀଲଙ୍କାରେ ବିପର୍ଯ୍ୟସ୍ତ ଅର୍ଥନୀତିକୁ ନେଇ ଲାଗିରହିଛି ରାଜନୈତିକ ଅଚଳାବସ୍ଥା ।

Leave a Reply

Your email address will not be published. Required fields are marked *