

- ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୭ତମ ଜନ୍ମତିଥି। ଏହି ଅବସରରରେ ଅଟଳଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ ଶାହ |
- ରାଜ୍ୟରେ ସାମାନ୍ୟ କମିଲା ଶୀତ ; ସବୁଠୁ ଥଣ୍ଡା ସହର ସୁନ୍ଦରଗଡ