ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୬୩୦କୁ ବୃଦ୍ଧି

୨୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପିଲାଣି ଓମିକ୍ରନ । ମହାରାଷ୍ଟ୍ରରେ ସର୍ବାଧିକ ୭୯୭, ଦିଲ୍ଲୀରେ ୪୬୫, ରାଜସ୍ଥାନରେ ୨୩୬, କେରଳ ୨୩୪, କର୍ଣ୍ଣାଟକ ୨୨୬, ଗୁଜରାଟ ୨୦୪ ସଂକ୍ରମିତ ଚିହ୍ନଟ । ତାମିଲନାଡୁ ୧୨୧, ତେଲଙ୍ଗାନା ୯୪, ହରିୟାଣା ୭୧, ୟୁପି ୩୧, ଆନ୍ଧ୍ର ୨୮, ପଶ୍ଚିମବଙ୍ଗରେ ୨୦ ଓମିକ୍ରନ ସଂକ୍ରମିତ । ଓଡ଼ିଶାର ୬୦ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହେଲେଣି ।

Leave a Reply

Your email address will not be published. Required fields are marked *