- ଢେଙ୍କାନାଳ ଜିଲ୍ଲାରେ ମନ୍ଦିର ତଥା ପର୍ଯ୍ୟଟନ ସ୍ଥଳଗୁଡ଼ିକର ଚତୁର୍ଦ୍ଦିଗରେ ୧୪୪ ଧାରା ଲାଗୁ କରାଯାଇଛି। ଡିସେମ୍ବର ୨୫ ରୁ ୦୨ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ପ୍ରଶାସନ ଦ୍ୱାରା ଏହି ପ୍ରତିବନ୍ଧକ ଲଗାଯାଇଛି।
- ନୂଆଦିଲ୍ଲୀ: ଜିଏସଟି ଚଢ଼ାଉ ବେଳେ ନଗଦ ୧୫୦ କୋଟି ଟଙ୍କା ଜବତ। କାନପୁରର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ଚଢ଼ାଉ ବେଳେ ଏହା ଜବତ ହୋଇଛି।ଜାଲ ୱେ ବିଲ୍ ଓ ରସିଦ ମାମଲାରେ ଚଢ଼ାଉ କରିଥଲା ଜିଏସଟି ଟିମ୍ |