ନୂଆଦିଲ୍ଲୀ: ଜିଏସଟି ଚଢ଼ାଉ ବେଳେ ନଗଦ ୧୫୦ କୋଟି ଟଙ୍କା ଜବତ। କାନପୁରର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ଚଢ଼ାଉ ବେଳେ ଏହା ଜବତ ହୋଇଛି।ଜାଲ ୱେ ବିଲ୍ ଓ ରସିଦ ମାମଲାରେ ଚଢ଼ାଉ କରିଥଲା ଜିଏସଟି ଟିମ୍ |

ନୂଆଦିଲ୍ଲୀ: ଜିଏସଟି ଚଢ଼ାଉ ବେଳେ ନଗଦ ୧୫୦ କୋଟି ଟଙ୍କା ଜବତ। କାନପୁରର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ଚଢ଼ାଉ ବେଳେ ଏହା ଜବତ ହୋଇଛି।ଜାଲ ୱେ ବିଲ୍ ଓ ରସିଦ ମାମଲାରେ ଚଢ଼ାଉ କରିଥଲା ଜିଏସଟି ଟିମ୍

Leave a Reply

Your email address will not be published. Required fields are marked *