

- ଟିକାକରଣରେ ଭାରତର ରେକର୍ଡ ; ୨ ଶହ କୋଟି ଡୋଜ୍ କ୍ଲବରେ ସାମିଲ ହେଲା ଭାରତ | ୧୮ ମାସରେ ୨ଶହ କୋଟି ଡୋଜ୍ ପୂରଣ କଲା ଦେଶ | ୫୦ଟି ଦେଶକୁ ପ୍ରାୟ ୨୩ କୋଟି ଡୋଜ୍ ରପ୍ତାନୀ କରିଛି ଭାରତ | କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସୂଚନା |
- ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଳକ ଯାମୁଟ-ମୋହନଗିରି ରାସ୍ତା ଉପରେ ପାଞ୍ଚ ଫୁଟ ବନ୍ୟା ଜଳ ପ୍ରବାହିତ ; ଯାତାୟାତ ବାଧାପ୍ରାପ୍ତ