ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଳକ ଯାମୁଟ-ମୋହନଗିରି ରାସ୍ତା ଉପରେ ପାଞ୍ଚ ଫୁଟ ବନ୍ୟା ଜଳ ପ୍ରବାହିତ ; ଯାତାୟାତ ବାଧାପ୍ରାପ୍ତ

ଗୁଡଭେଲା: ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଳକ ଯାମୁଟ-ମୋହନଗିରି ରାସ୍ତା ଯାମୁଟ ନିକଟରେ ଥିବା କୋତକୋମୁହାଣ ପୋଲ ଉପରେ ପାଞ୍ଚ ଫୁଟ ବନ୍ୟା ଜଳ ପ୍ରବାହିତ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ । ୧୦ଟି ଗାଁ ବାହ୍ୟଜଗତରୁ ବିଛିନ୍ନ ।

Leave a Reply

Your email address will not be published. Required fields are marked *