- ରାଜ୍ୟ ମନରେଗା ଟଙ୍କା ମାଗିବା ପ୍ରସଙ୍ଗରେ ସାଂସଦ ଅପରାଜିତାଙ୍କ ପ୍ରେସମିଟ୍ କହିଲେ- ଟଙ୍କା ମାଗିବା ପୂର୍ବରୁ ଅଡିଟ ଓ ୟୁସି ରିପୋର୍ଟ ଦିଅ, ମନରେଗା ନିୟମ ଅନୁସାରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟ ଅଡିଟ, ୟୁସି ଦେବ, ଅଡିଟ, ୟୁସି ରିପୋର୍ଟ ମିଳିଲେ କେନ୍ଦ୍ର ପାଣ୍ଠି ରିଲିଜ୍ କରିବ
- ପଞ୍ଚାୟତ ଭୋଟ ନେଇ ସର୍ବଦଳୀୟ ବୈଠକ ଶେଷ; ଆଲୋଚନା ସମ୍ପର୍କରେ ରାଜ୍ୟ ନିର୍ବାଚନ କମିସନରଙ୍କ ପ୍ରେସମିଟ୍