- ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜାରି : ୩୦ ଜିଲ୍ଲାରୁ ପଛୁଆବର୍ଗଙ୍କ ପାଇଁ ୪ଟି ଓ SCଙ୍କ ପାଇଁ ୪ଟି ସଂରକ୍ଷିତ ; ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ ସୋନପୁର ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ଏବଂ କଟକ, ଜଗତସିଂହପୁର, ଭଦ୍ରକ ଓ ଯାଜପୁର SC ବର୍ଗଙ୍କ ପାଇଁ ସଂରକ୍ଷିତ
- ୨୦୧୯ ମସିହା ଲାଗି ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା : ଚଳଚ୍ଚିତ୍ର ଖୁସିରେ ଅଭିନୟ ଲାଗି ସରୋଜ ପରିଡ଼ା ପାଇବେ ଶ୍ରେଷ୍ଠ ଅଭିନେତା ପୁରସ୍କାର, ‘ଖୁସି’ ପାଇଁ କାବ୍ୟା କିରଣ ପାଇବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର, ‘କାଳିଆ କରୁଛି ଲୀଳା’କୁ ମିଳିବ ଶ୍ରେଷ୍ଠ ଟେଲି ଫିଲ୍ମ ପୁରସ୍କାର