ସମ୍ବଲପୁର ଏଲଆଇସି ଡିଭିଜନ ପକ୍ଷରୁ ପ୍ରମୋଦ ଭଗତଙ୍କୁ ୧ କୋଟି ୧୦ ଲକ୍ଷର ଟଙ୍କା ପ୍ରଦାନ

ଟୋକିଓ ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନ ଇଭେଣ୍ଟର ସିଙ୍ଗଲ୍ସ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ସମ୍ବଲୁପର ଏଲଆଇସି ଡିଜିଜନ୍ ପକ୍ଷରୁ ୧ କୋଟି ୧୦ ଲକ୍ଷର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ସମ୍ବଲପୁରରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସଭାରେ ପ୍ରମୋଦଙ୍କୁ ଏହି ଚେକ୍ ଦିଆଯାଇଛି।

Leave a Reply

Your email address will not be published. Required fields are marked *