

- ପଶ୍ଚିମବଙ୍ଗ ନଦିୟା ଜିଲ୍ଲାରେ ମିନିବସ୍କୁ ଧକ୍କା ଦେଲା ଟ୍ରକ୍ : ୧୮ ମିନିବସ୍ ଯାତ୍ରୀ ମୃତ, ଅନ୍ୟ ୫ ସଂକଟାପନ୍ନ ଡାକ୍ତରଖାନାରେ ଭର୍ତ୍ତି । ଶବ ନେଇ ନବଦୀପକୁ ସତ୍କାର ପାଇଁ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ । ଶୋକ ପ୍ରକାଶ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ।
- ରାଇରଙ୍ଗପୁରରେ ଯାତ୍ରୀବାହୀ ବସ୍ ଓଲଟି ୧୦ ଆହତ। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା। ରାଇରଙ୍ଗପୁରରୁ ଗୁହାଳଡିଙ୍ଗିରି ଯିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ବସ୍