ପଶ୍ଚିମବଙ୍ଗ ନଦିୟା ଜିଲ୍ଲାରେ ମିନିବସ୍‌କୁ ଧକ୍କା ଦେଲା ଟ୍ରକ୍‌ : ୧୮ ମିନିବସ୍‌ ଯାତ୍ରୀ ମୃତ, ଅନ୍ୟ ୫ ସଂକଟାପନ୍ନ ଡାକ୍ତରଖାନାରେ ଭର୍ତ୍ତି । ଶବ ନେଇ ନବଦୀପକୁ ସତ୍କାର ପାଇଁ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ । ଶୋକ ପ୍ରକାଶ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ।

ପଶ୍ଚିମବଙ୍ଗ ନଦିୟା ଜିଲ୍ଲାରେ ମିନିବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୧୮ ମିନିବସ୍‌ ଯାତ୍ରୀ ମୃତ, ଅନ୍ୟ ୫ ସଂକଟାପନ୍ନ ଡାକ୍ତରଖାନାରେ ଭର୍ତ୍ତି । ଶବ ନେଇ ନବଦୀପକୁ ସତ୍କାର ପାଇଁ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ । ଶୋକ ପ୍ରକାଶ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ।

Leave a Reply

Your email address will not be published. Required fields are marked *