- ପୌର ନିର୍ବାଚନ ପାଇଁ ଜଟଣୀ, ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି | ୧୫୦ଜଣ ବରିଷ୍ଠ ଅଧିକାରୀ ରଖିବେ କଡ଼ା ନଜର। ରାସ୍ତାରେ ବୁଲିବ ୫୫ଟି ମୋବାଇଲ ପାଟ୍ରୋଲିଂ ଭ୍ୟାନ | ପିସିଆର ଭ୍ୟାନ୍ ସବୁ ସ୍ଥାନରେ ଆଲର୍ଟ ରହିବେ। ସୁରକ୍ଷା ବ୍ୟବସ୍ଥା ନେଇ ଭୁବନେଶ୍ବର ଡ଼ିସିପିଙ୍କ ସୂଚନା |
- ହାଇଦ୍ରାବାଦ ଭୋଇଗୁଡ଼ାର କବାଡିଆ ଗୋଦାମରେ ଅଗ୍ନିକାଣ୍ଡ ଘଟି ୧୧ ଜୀବନ୍ତ ଦଗ୍ଧ, ଜଣେ ଆହତ ମେଡିକାଲରେ ଭର୍ତ୍ତି । ସମସ୍ତ ମୃତକଙ୍କ ପରିବାରବର୍ଗକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ |