ପୌର ନିର୍ବାଚନ ପାଇଁ ଜଟଣୀ, ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି | ୧୫୦ଜଣ ବରିଷ୍ଠ ଅଧିକାରୀ ରଖିବେ କଡ଼ା ନଜର। ରାସ୍ତାରେ ବୁଲିବ ୫୫ଟି ମୋବାଇଲ ପାଟ୍ରୋଲିଂ ଭ୍ୟାନ | ପିସିଆର ଭ୍ୟାନ୍‌ ସବୁ ସ୍ଥାନରେ ଆଲର୍ଟ ରହିବେ। ସୁରକ୍ଷା ବ୍ୟବସ୍ଥା ନେଇ ଭୁବନେଶ୍ବର ଡ଼ିସିପିଙ୍କ ସୂଚନା |

Leave a Reply

Your email address will not be published. Required fields are marked *