

- ବିଧାନସଭାରେ ହୋହଲ୍ଲା ମନା ପ୍ରସଙ୍ଗରେ ବିଜେପି ବିଧାୟକ ମୋହନ ମାଝୀ କହିଲେ- ଆମେ ବିଲ୍କୁଲ୍ ଚୁପ୍ ରହିବୁ ନାହିଁ; ବିଭିନ୍ନ ପ୍ରସଙ୍ଗରେ ହଙ୍ଗାମା କରିବୁ, ବାଚସ୍ପତି ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଆଣିଲେ ବିରୋଧ କରିବୁ
- ଶିକ୍ଷାନୁଷ୍ଠାନର ଜମି, ବିଭାଗ ନାଁରେ ପଞ୍ଜୀକରଣ ହେବ, ସ୍କୁଲ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ଜମି ଗଣଶିକ୍ଷା ବିଭାଗ ନାଁରେ ପଞ୍ଜୀକୃତ ହେବ, ଡିଗ୍ରୀ କଲେଜ ନାଁରେ ଥିବା ଜମି ଉଚ୍ଚଶିକ୍ଷା ବିଭାଗ ନାଁରେ ପଞ୍ଜୀକୃତ ହେବ, ଜମି ବିଭାଜନ ସମ୍ଭବ ନହେଲେ ଉଚ୍ଚଶିକ୍ଷା ବିଭାଗ ନାଁରେ ରହିବ, ବିନାମୂଲ୍ୟରେ ହେବ ପଞ୍ଜୀକରଣ