

- ଜାତୀୟ ଭୋଟର ଦିବସରେ ଲୋକସେବା ଭବନରେ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା
- ପ୍ରାର୍ଥିପତ୍ର ଦାଖଲ ହୋଇନଥିବା ସ୍ଥାନ ଲାଗି ପୁନଃ ବିଜ୍ଞପ୍ତି ଜାରି; ପୁନଃ ବିଜ୍ଞପ୍ତି ଜାରି ନେଇ SEC ଆଦିତ୍ୟ ପାଢୀଙ୍କ ସୂଚନା, ଆସନ୍ତା ୨୭ରୁ ୪ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରିପାରିବେ, ଦ୍ୱିତୀୟ ସୁଯୋଗ ପରେ କେହି ଦାଖଲ ନ କଲେ ସିଲେକ୍ସନ କରାଯିବ