

- ବରଗଡ଼ ଅତାବିରା ଥାନା ଦେବାହାଲ ନିକଟରେ ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍ ; ୨ ଜଣଙ୍କ ମୃତ୍ୟୁ । ଘଟଣାସ୍ଥଳରେ ଇନ୍ସୁରାନ୍ସ କମ୍ପାନିର ଦୁଇଜଣ କର୍ମଚାରୀ ସୁମନ୍ତ ଦେବନାଥ ଓ କମଲେଶ ସାହୁଙ୍କ ମୃତ୍ୟୁ ।
- ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କାମେରନ୍ଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ ଦେଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ