

- ଭୁବନେଶ୍ୱରର ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା
- ଜାଭିଅର ଇନ୍ଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଭୁବନେଶ୍ୱରରେ ୩୦ରୁ ଅଧିକ ଛାତ୍ରଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ | ଜାଭିଅର ଇନ୍ଷ୍ଟିଚ୍ୟୁଟର ଗୋଟିଏ ହଷ୍ଟେଲ କଣ୍ଟେନମେଣ୍ଟ ଜୋନ ଘୋଷିତ | ବାକି ସମସ୍ତ ହଷ୍ଟେଲ ଛାତ୍ରଛାତ୍ରୀଙ୍କର BMC କରିବ RT-PCR ଟେଷ୍ଟ