

- ତାମିଲନାଡୁ କୁନ୍ନୁରରେ ସେନାର MI-17V5 ହେଲିକପ୍ଟର କ୍ରାସ୍ । ହେଲିକପ୍ଟରରେ CDS ବିପିନ ରାବତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ମୋଟ୍ ୧୪ ଜଣ ଥିଲେ । ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଉଦ୍ଧାର ହୋଇଥିବା ସୂଚନା । ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଲା ବାୟୁ ସେନା
- ତାମିଲନାଡୁ କୁନ୍ନୁର ନିକଟରେ ସେନା ହେଲିକପ୍ଟର କ୍ରାଶ୍ : ହସପିଟାଲରେ ଗୁରୁତର ଅବସ୍ଥାରେ ସିଡିଏସ ବିପିନ ରାୱତ