ତାମିଲନାଡୁ କୁନ୍ନୁରରେ ସେନାର MI-17V5 ହେଲିକପ୍ଟର କ୍ରାସ୍‌ । ହେଲିକପ୍ଟରରେ CDS ବିପିନ ରାବତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ମୋଟ୍‌ ୧୪ ଜଣ ଥିଲେ । ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଉଦ୍ଧାର ହୋଇଥିବା ସୂଚନା । ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଲା ବାୟୁ ସେନା

ତାମିଲନାଡୁ କୁନ୍ନୁରରେ ସେନାର MI-17V5 ହେଲିକପ୍ଟର କ୍ରାସ୍‌ | ହେଲିକପ୍ଟରରେ CDS ବିପିନ ରାବତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ମୋଟ୍‌ ୧୪ ଜଣ ଥିଲେ। ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଉଦ୍ଧାର ହୋଇଥିବା ସୂଚନା | ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଲା ବାୟୁ ସେନା

Leave a Reply

Your email address will not be published. Required fields are marked *