

- ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଆଉ ୧୭ ପଜିଟିଭ । ଆଜିର ସଂକ୍ରମିତଙ୍କ ସଂଖ୍ୟା ମିଶାଇ ପଜିଟିଭ ସଂଖ୍ୟା ୫୧ରେ ପହଞ୍ଚିଛି । ୫ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି
- ଜୁନିୟର ପୁରୁଷ ହକି ବିଶ୍ଵକପ : ଦ୍ବିତୀୟ ଦିନର ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ବିଜୟୀ । ଇଜିପ୍ଟକୁ ୧୪-୦ ଗୋଲରେ ପରାସ୍ତ କଲା ଆର୍ଜେଣ୍ଟିନା। ଖେଳ ଆରମ୍ଭରୁ ଆଟାକିଙ୍ଗ ଗେମ ଖେଳିଥିଲା ଆର୍ଜେଣ୍ଟିନା | ଦ୍ବିତୀୟ ମ୍ୟାଚ ନେଦରଲାଣ୍ଡ ଓ କୋରିଆ ମଧ୍ୟରେ ଖେଳାଯିବ