ଜୁନିୟର ପୁରୁଷ ହକି ବିଶ୍ଵକପ : ଦ୍ବିତୀୟ ଦିନର ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ବିଜୟୀ । ଇଜିପ୍ଟକୁ ୧୪-୦ ଗୋଲରେ ପରାସ୍ତ କଲା ଆର୍ଜେଣ୍ଟିନା। ଖେଳ ଆରମ୍ଭରୁ ଆଟାକିଙ୍ଗ ଗେମ ଖେଳିଥିଲା ଆର୍ଜେଣ୍ଟିନା | ଦ୍ବିତୀୟ ମ୍ୟାଚ ନେଦରଲାଣ୍ଡ ଓ କୋରିଆ ମଧ୍ୟରେ ଖେଳାଯିବ

Leave a Reply

Your email address will not be published. Required fields are marked *