

- ଆଜି ମମତା ବାନାର୍ଜୀ ନବନିର୍ବାଚିତ ବିଧାୟିକା ଭାବେ ଶପଥ ନେଉଛନ୍ତି, ଦିନକ ପୂର୍ବରୁ ସେ କୋଲକାତାରେ ମଞ୍ଚ ଉପରେ ମା’ ଦୁର୍ଗାଙ୍କ ଭଜନ ଗାଇଥିଲେ
- ପୁରୀ ଜିଲ୍ଲାର ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେରାଣ୍ଡିଆରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବେ ନବୀନ, ମୋଟ ୧୧ଟି ବ୍ଲକ୍ର ୩.୭୬ ଲକ୍ଷ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ, ହଜାରେ କୋଟି ଟଙ୍କାର ଶତାଧିକ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ, କେରାଣ୍ଡିଆରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ