

- Rajasthani Food Festival at Swosti premium on 19 to 28 May
- ମାଟ୍ରିକ ଛାତ୍ରଛାତ୍ରୀଙ୍କର ଯେଉଁ ବିଷୟ ନମ୍ବରକୁ ନେଇ ସନ୍ଦେହ ରହିଛି, ସେମାନେ ଚଳିତ ମାସ ୨୩ ତାରିଖରୁ ଚେକିଂ-ଆଡିସନ୍ ପାଇଁ ଅନ୍ଲାଇନରେ ଆବେଦନ କରିପାରିବେ । ବୋର୍ଡର ୱେବସାଇଟ୍ http://bseodisha.ac.inରେ ଏଥିପାଇଁ ଆବେଦନ କରିବାର ସୁଯୋଗ ରହିଛି ।