ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା କରକଚିଆ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ; ବୋଲେରୋ ଧକ୍କାରେ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ

ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା କରକଚିଆ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ; ବୋଲେରୋ ଧକ୍କାରେ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ | ମୃତକ ମାନେ ହେଲେ ସଦାଇପାଲିର ତୁଲସୀରାମ ପଟେଲ, କୁସଙ୍ଗ ଗାଁର ସୁରଞ୍ଜନ ପଟେଲ ଓ ରୋଥ ଗାଁର ରାଜେଶ ପଟେଲ | ଘଟଣାସ୍ଥଳରେ ଲୋଇସିଂହା ପୋଲିସର ତଦନ୍ତ ଆରମ୍ଭ |

Leave a Reply

Your email address will not be published. Required fields are marked *