

- ଶିକ୍ଷୟିତ୍ରୀ ମମିତା ନିଖୋଜ ଘଟଣା; ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି, ମହିଳା ମୋର୍ଚ୍ଚାର ଏକ ଟିମ୍ ଘଟଣାସ୍ଥଳକୁ ଯିବ, କାଲି ୫ ଜଣିଆ ପ୍ରତିନିଧି ଦଳ ୨ ଦିନିଆ କଳାହାଣ୍ଡି ଗସ୍ତ କରିବ, ମମିତାଙ୍କ ଘର, ଥାନା ଓ କଲେଜ ଯିବ ପ୍ରତିନିଧି ଦଳ- ସମୀର ମହାନ୍ତି
- ଶିକ୍ଷୟିତ୍ରୀ ଅପହରଣ ଓ ନିଖୋଜ ଘଟଣା : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନ ଉପରକୁ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ଓ ଢେଲାମାଡ I ପୁଲିସ ଏହି ଘଟଣାରେ ଛାତ୍ର କଂଗ୍ରେସର କିଛି କର୍ମୀଙ୍କୁ ଅଟକ ରଖିଛି I