

- ୧୦ ଦଫା ଦାବିରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜଧାନୀରେ ବିଶାଳ ରାଲି; ନବୀନ ନିବାସ ଆଡ଼କୁ ଯାଉଛନ୍ତି ଡ୍ରାଇଭର ମହାସଂଘ ସଦସ୍ୟ, ହଜାର ହଜାର ସଂଖ୍ୟାରେ ଡ୍ରାଇଭର ରାଲିରେ ସାମିଲ୍, ବଡ଼ ରାଲି ଯୋଗୁଁ ରାଜଧାନୀରେ ଟ୍ରାଫିକ ସମସ୍ୟା
- ପାଟକୁରା ଗୋଷ୍ଠୀ ସଂଘର୍ଷ ଘଟଣାରେ ୪ ଜଣ ଅଟକ, ସଂଘର୍ଷରେ ଗୁରୁତର ୩ ଜଣ କଟକ SCBରେ ଭର୍ତ୍ତି, ସଂଘର୍ଷରେ ସଂପୃକ୍ତ ଆଉ କିଛି ଲୋକଙ୍କୁ ଖୋଜା ଚାଲିଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସ୍ପି