- 16 ଦଫା ନେଇ ଜିଲ୍ଲା ବିଜେପିର ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ବାରିପଦା, କପ୍ତିପଦା, ବାମନଘାଟି, ପାଞ୍ଚପିଢ଼ି, ଅଞ୍ଚଳରେ ବନ୍ଦର ପ୍ରଭାବ । ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ପିକେଟିଂ ଜାରି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ
- ମହାଲିଙ୍ଗ ସନ୍ସାଇନ୍ କଲେଜ ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଭୋର ୫ଟା ୩୦ରେ କୋର୍ଟରେ ହାଜର, ବଙ୍ଗୋମୁଣ୍ଡା JMFCରେ ହାଜର ପରେ କଣ୍ଟାବାଞ୍ଜି ସବ୍-ଜେଲ ପଠାଗଲା, ଆଉ ରିମାଣ୍ଡ ଆବେଦନ କଲା ନାହିଁ ପୋଲିସ