16 ଦଫା ନେଇ ଜିଲ୍ଲା ବିଜେପିର ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ବାରିପଦା, କପ୍ତିପଦା, ବାମନଘାଟି, ପାଞ୍ଚପିଢ଼ି, ଅଞ୍ଚଳରେ ବନ୍ଦର ପ୍ରଭାବ । ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ପିକେଟିଂ ଜାରି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ

Leave a Reply

Your email address will not be published. Required fields are marked *