

- ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା; ତଥ୍ୟ ସଂଗ୍ରହ ଲାଗି ୨୯ରେ ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ବନିତା ଶ୍ରୀନିବାସନଙ୍କ ନେତୃତ୍ୱରେ ଦିଲ୍ଲୀରୁ ଆସିବ ଦଳର କେନ୍ଦ୍ରୀୟ ଟିମ୍, ଟିମ୍ର ଅନ୍ୟ ୨ ସଦସ୍ୟା ହେଲେ ସୁନିତା ଡୁଗଲ ଓ ବିଧାୟିକା ରୁପା ମିତ୍ର ଚୌଧୁରୀ
- ପଞ୍ଚାୟତ ନିର୍ବାଚନ ନେଇ ନଭେମ୍ବର ୬ ତାରିଖରେ ସର୍ବଦଳୀୟ ବୈଠକ