ପଞ୍ଚାୟତ ନିର୍ବାଚନ ନେଇ ନଭେମ୍ବର ୬ ତାରିଖରେ ସର୍ବଦଳୀୟ ବୈଠକ

ପଞ୍ଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ | ନଭେମ୍ବର ୬ ତାରିଖରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରି ମତାମତ ଲୋଡ଼ିବେ ରାଜ୍ୟ ନିର୍ବାଚନ ଆୟୋଗ | କୋଭିଡ୍‌କୁ ଦୃଷ୍ଟିରେ ରଖି ସବୁ ଦଳରୁ ସର୍ବାଧିକ ୨ଜଣ ଯୋଗ ଦେବେ

Leave a Reply

Your email address will not be published. Required fields are marked *