

- ଜାଲ୍ କାଗଜପତ୍ର କରି ୩ କୋଟି ୬୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗ | ଭୁବନେଶ୍ବର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜର ଗିରଫ | ଚିଫ ମ୍ୟାନେଜର ବୀରେନ୍ଦ୍ର ପଟ୍ଟନାୟକ ଓ ତାଙ୍କ ୨ ସହଯୋଗୀ ଗିରଫ | ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW
- ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ବିଏସ୍ଏଫ୍ଙ୍କ ଦ୍ଵାରା ବୋଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ | ବାଲିମେଳା ଡ୍ୟାମ୍ର ଉଭୟ ପାର୍ଶ୍ଵରେ ଏହି ସେବା ଲାଗୁ କରାଯିବ | ୩୦ରୁ ୩୫ ଗାଁର ପ୍ରାୟ ୧୦ ହଜାର ଲୋକ ଉପକୃତ ହେବେ