

- ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା| ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ, ଯେଉଁଠି ସମ୍ଭବ ନହେବ, ପୂର୍ବରୁ ଥିବା ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ । ସକାଳ ୮ରୁ ୧ଟା ମଧ୍ୟରେ ୧୫ରୁ ୧୮ବର୍ଷ ପିଲାଙ୍କୁ ଦିଆଯିବ ଟିକା |
- ଚିଲିକା ନୂଆପଡ଼ା ରେଞ୍ଜ ଅଞ୍ଚଳରେ ଆଜି ୮ଟି ମୃତ ବିଦେଶାଗତ ପକ୍ଷୀ ପାଇଲା ବନ ବିଭାଗର ସ୍ବତନ୍ତ୍ର ଟିମ୍ । ତିନୋଟି ପର୍ଯ୍ୟାୟରେ ୨୮୩ଟି ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି ଭୋପାଳ |