ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୦୦୭କୁ ବୃଦ୍ଧି |

ରାଜ୍ୟର ୨୭ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପିଲାଣି ସଂକ୍ରମଣ | ୧ ହଜାର ୧୯୯ ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା | ଓଡ଼ିଶାର ୬୧ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହେଲେଣି |

Leave a Reply

Your email address will not be published. Required fields are marked *