

- କେନାଲରେ ଭାସିଯାଇ ୨ ନାବାଳକ ନିଖୋଜ; ହାଟଡିହି ନିକଟ କେନାଲରେ ଗାଧୋଇବା ବେଳେ ଭାସିଗଲେ, ହଦଗଡ଼-ଛେନାପଦୀ ମୁଖ୍ୟ କେନାଲରେ ଭାସିଯାଇ ନିଖୋଜ
- ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳରୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ ହୋଇ ଘରୋଇ ହସ୍ପିଟାଲରେ ଭର୍ତ୍ତି, ଜ୍ବର ଓ ରକ୍ତଚାପରେ ପୀଡ଼ିତ ହୋଇ କନ୍ଧମାଳରେ ଅସୁସ୍ଥ ହୋଇପଡ଼ିଥିଲେ ମନ୍ତ୍ରୀ