ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪୮୮ କରୋନା ସଂକ୍ରମିତ ଚିହ୍ନଟ; ଜଣେ ମୃତ

ରାଜ୍ୟରେ ୪୮୮ ପଜିଟିଭ ଚିହ୍ନଟ
-ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪୮୮ କରୋନା ସଂକ୍ରମିତ ଚିହ୍ନଟ; ଜଣେ ମୃତ
-ଲୋକାଲ୍ କେସ୍ ୨୦୨; କ୍ୱାରେଣ୍ଟିନରୁ ୨୮୬ ଆକ୍ରାନ୍ତ ଚିହ୍ନଟ
-ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୪ ଜଣ ଆକ୍ରାନ୍ତ
-ସୁନ୍ଦରଗଡ଼ରୁ ୧୦୫, ଖୋର୍ଦ୍ଧାରୁ ୬୬, ବୌଦ୍ଧରୁ ୪୦ ଆକ୍ରାନ୍ତ ଚିହ୍ନଟ

Leave a Reply

Your email address will not be published. Required fields are marked *