

- ଭାରତ-ନ୍ୟୁଜିଲାଣ୍ଡ ମୁମ୍ବାଇ ଟେଷ୍ଟ : ୩୨୫ରେ ଭାରତ ଅଲ୍ଆଉଟ୍, ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ ନେଲେ ସମସ୍ତ ୧୦ଟି ୱିକେଟ୍
- ମୁମ୍ବାଇର ୱାଙ୍ଖଡ଼େରେ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ । ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୬୨ ରନ୍ରେ ଅଲ୍ଆଉଟ । ପ୍ରଥମ ଇନିଂସରେ ଭାରତ କରିଛି ୩୨୫ ରନ୍ । ନ୍ୟୁଜିଲାଣ୍ଡର ଏଜାଜ ପଟେଲ ପ୍ରଥମ ଇନିଂସରେ ୧୦ଟି ଯାକ ୱିକେଟ ନେଇଥିଲେ ।