ଶିକ୍ଷା ଭିତ୍ତିଭୂମିକୁ ନେଇ ପୂର୍ବ ସରାକାରଙ୍କୁ ଟାର୍ଗେଟ

ପୂର୍ବ ସରକାର ଶିକ୍ଷା ଭିତ୍ତିଭୂମି ଉପରେ ଗୁରୁତ୍ବ ଦେଉନଥିଲେ | ପ୍ରାଥମିକ ସ୍କୁଲ ନସଜାଡି ହାଇସ୍କୁଲକୁ ସ୍ମାର୍ଟ କରୁଥିଲେ | ସ୍କୁଲ କାନ୍ଥରେ ରଙ୍ଗ ଦେଲେ ଶିକ୍ଷାର ରୁପାନ୍ତର ହୁଏନି |ପୂର୍ବରୁ ଗୋଟିଏ କକ୍ଷରେ ୩-୪ଟି ଶ୍ରେଣୀର ପିଲା ବସି ପଢ଼ୁଥିଲେ |

Leave a Reply

Your email address will not be published. Required fields are marked *