ଏକାଦଶ ଶ୍ରେଣୀର ଖାଲି ଥିବା ସିଟ୍‌ରେ ହେବ ତୃତୀୟ ପର୍ଯ୍ୟାୟ ନାମଲେଖା

ଏକାଦଶ ଶ୍ରେଣୀର ଖାଲି ଥିବା ସିଟ୍‌ରେ ହେବ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ନିୟମାବଳୀ ଜାରି କଲା ଉଚ୍ଚଶିକ୍ଷା ନିର୍ଦେଶାଳୟ | କେବଳ http://samsodisha.gov.in ୱେବସାଇଟ ଜରିଆରେ ହେବ ଆବେଦନ | କାଲି ଦିନ ୧୧ଟା ୩୦ରୁ ନଭେମ୍ବର ୨୨ ରାତି ୧୧ଟା ୫୫ ଯାଏ କରିହେବ ଆବେଦନ

Leave a Reply

Your email address will not be published. Required fields are marked *