ରାଜ୍ୟରେ ଦିନକରେ ଆଉ ୨୫୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ । ସଂଗରୋଧରୁ ୧୪୮ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪ ରୋଗୀ ଚିହ୍ନଟ । ୨୫୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୪ ଜଣ । ୨ ହଜାର ୪୩୪ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ।

ରାଜ୍ୟରେ ଦିନକରେ ଆଉ ୨୫୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ । ସଂଗରୋଧରୁ ୧୪୮ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪ ରୋଗୀ ଚିହ୍ନଟ ।
୨୫୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୪ ଜଣ । ୨ ହଜାର ୪୩୪ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ।

Leave a Reply

Your email address will not be published. Required fields are marked *