State ଦୀର୍ଘ ବର୍ଷର ଦାବି ପରେ ପୁଣି ଥରେ ବାରିପଦାରୁ ପୁରୀ ଯାଏଁ ଟ୍ରେନ୍ ଚାଲିଲା। ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ। ଟ୍ରେନଟି ବାରିପଦାରୁ ଗୁରୁବାର ରାତି ୧୧ଟା ୫୦ରେ ଛାଡ଼ି ଶୁକ୍ରବାର ସକାଳ ୭ଟାରେ ପୁରୀରେ ପହଞ୍ଚିବ। ସେହି ଦିନ ରାତି ୧୧ଟା ୫୦ରେ ତାହା ପୁରୀରୁ ଛାଡ଼ିବ। January 14, 2022January 14, 2022 Gayatri Jena 0 Comments ଦୀର୍ଘ ବର୍ଷର ଦାବି ପରେ ପୁଣି ଥରେ ବାରିପଦାରୁ ପୁରୀ ଯାଏଁ ଟ୍ରେନ୍ ଚାଲିଲା। ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ। ଟ୍ରେନଟି ବାରିପଦାରୁ ଗୁରୁବାର ରାତି ୧୧ଟା ୫୦ରେ ଛାଡ଼ି ଶୁକ୍ରବାର ସକାଳ ୭ଟାରେ ପୁରୀରେ ପହଞ୍ଚିବ। ସେହି ଦିନ ରାତି ୧୧ଟା ୫୦ରେ ତାହା ପୁରୀରୁ ଛାଡ଼ିବ।