ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାରଙ୍କ ସୂଚନା ; ମମିତା ମେହେର ହତ୍ୟା ମାମଲରେ ଗୋବିନ୍ଦ ହତ୍ୟା କରିଥିବା ନେଇ ତଦନ୍ତ ଚାଲୁ ରହିଛି

ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାରଙ୍କ ସୂଚନା ; ମମିତା ମେହେର ହତ୍ୟା ମାମଲରେ ଗୋବିନ୍ଦ ହତ୍ୟା କରିଥିବା ନେଇ ତଦନ୍ତ ଚାଲୁ ରହିଛି । ପୋଲିସ ହାତରେ ବଳିଷ୍ଠ ପ୍ରମାଣ ଲାଗିଛି। ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ କରାଯିବ । ସୁରକ୍ଷା ଦୃଷ୍ଟିରୁ ଭୋରରୁ ଗୋବିନ୍ଦକୁ କୋର୍ଟରେ ହାଜର କରାଯାଇଛି | ଟିଟିଲାଗଡ଼ ଥାନାରୁ ଚମ୍ପଟ ପରେ କାବୁ ବେଳେ ଗୋବିନ୍ଦଠୁ ଗୋଟିଏ ମୋବାଇଲ ଉଦ୍ଧାର ହୋଇଛି । ଅଭିଯୁକ୍ତ ଗୋବିନ୍ଦଙ୍କ ସହଯୋଗୀ ରାଧେକୁ ରିମାଣ୍ଡରେ ଅଣାଯିବ । ମମିତାଙ୍କ ପରିବାରଠୁ ରକ୍ତ ନମୁନା ସଂଗ୍ରହ କରାଯାଇ DNA ଟେଷ୍ଟ ପାଇଁ ପଠାଯାଇଛି : ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାରଙ୍କ ସୂଚନା

Leave a Reply

Your email address will not be published. Required fields are marked *