ଭାରତୀୟ ପ୍ରବାସୀଙ୍କୁ ବିଦା କଲା ଆମେରିକା

ଭାରତୀୟ ପ୍ରବାସୀଙ୍କୁ ବିଦା କଲା ଆମେରିକା | ପ୍ରଥମ ପର୍ଯ୍ୟାୟରେ ୫ ହଜାରଙ୍କୁ ପଠାଇଲା ଆମେରିକା |ସେନା ଏୟାରକ୍ରାଫ୍ଟରେ ଭାରତ ଫେରୁଛନ୍ତି ପ୍ରବାସୀ | ଆମେରିକାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ରହୁଥିଲେ |

Leave a Reply

Your email address will not be published. Required fields are marked *