ବ୍ୟବସାୟୀଙ୍କୁ ବ୍ଲେଡରେ ଆକ୍ରମଣ କରି ସାଢେ ୩ ଲକ୍ଷ ଟଙ୍କା ଲୁଟ୍, ବିନିକା-ବରପାଲି ମୁଖ୍ୟରାସ୍ତାର ବିଶାଲପାଲି ଛକରେ ୬ ଦୁର୍ବୃତ୍ତଙ୍କ ଲୁଟ୍, ବ୍ୟବସାୟୀ ଓ ଡ୍ରାଇଭର ଗୁରୁତର, ଆସିକାରୁ ବରଗଡ଼କୁ ପିକ୍ଅପ୍ ଯୋଗେ ଫେରିବା ବେଳେ ଡକାୟତି, ପିକ୍ଅପ୍‌ ମଧ୍ୟ ଭଙ୍ଗାରୁଜା ହୋଇଥିବା ନେଇ ଥାନାରେ ଅଭିଯୋଗ

Leave a Reply

Your email address will not be published. Required fields are marked *